999+ great Odia Love shayari

Odia Love shayari :-Namaskar dosto Aap sab ka Hamare blog m swagat hai. Dosto aaj main Aapke liye Odia Love shayari, Odia love status Leker aaya hu Aap sb yahan se Best – select karke Apne facebook or ki dp se Sath upload kar sakte ho.Dosto aap sabko hamare status achhe lage to comments or share karna na bhule thank you.

Odia Love shayari

Odia love shayari

1.ମେଘ କୁ ମାଗିଲି ବରଷା ଟିକିଏ, \n ତମକୁ ମାଗିଲି ମନ; \n ମେଘ ଢାଲିଦେଲା ଆଶାଢେ ବରଷା, \n ତମେ ଦେଲ ନାହିଁ ମନ !  

2.ବାୟେ ବାୟେ କହିଥିଲେ ମୋ ଠିକଣା ଚାହିଥିଲେ ସତରେ ତ, ସେହିଦିନୁ ଦେଖା ଦେଇ କାହିଗଲ ତୁମେ ରହି ହୀରୋ ସିଜିତ !

  3.ଗାଲ ପରେ ଲମ୍ବା କଲି ପକେଟରେ \n ମଦଭରି ଆଖି ମାରିଲ, \n ମହୁଆ ମାତାଲ ତୁମେ ବାଜ୍ୟେ ଟୋକା \n ବୋଲି ଭାବେ କଥା କହିଲ !  

4.ସେ ଶୁଭଲଗନ ପାଈ କେଉଦିନୁ \n ଆରଭ ହୋଇଛି ସମ୍ପର୍କ 💟, \n ପ୍ରଗାଢ ହୋଇବ ସେ ସମ୍ପର୍କ ଦିନେ \n ଜୀବନ ହୋଇବ ସାର୍ଥକ !  

5.ସାଜିଛ ତୁମେ ଟାଉକା \n ଖଜୁଅଛ ଯେ ମଉକା ମାତାଲ ହୋଇ, \n ସେ ସୁଯୋଗ ନ ପାଇବ ପଛରେ \n ଚିନ୍ତା କରିବ ମୁ ନାଗୁଣୀ ହୋଇ !

Odia love shayari Images,odia love status 6.ଯଦି ତୁମେ ମୋର ଦଂଶନ ଚୋଟ ପାରିବ ସଯ୍ୟ କରିଣ ତୁମେ, ତେବେ ମୋର ଫଣି ଆଘାତ ପରେ ଆସିବ କାମେ !  

7.ତୁମେ ନୁହ ମାଇ ଲଭର \n ତୁମେ ଯେ ଅଟ ଲୋଫର ଟୋକା, \n ନଖରାମୀ କଲେ ମୋ ସାଥେ \n ଦିନେ ସୁଟ୍‌ କରିଦେବି ମୁ ଏକା !  

8.ସହଜେ ନହୁଲୀ ବୟସୀ ରୂପ ଚହଟେ ମୋର, ତୁମପରି କେତେ ଟାଉକା ନିତି ଗୋଡାନ୍ତ ସେ ଯେ ମୋ ପଛର !

  9.ମୁ ଅଟେ ବିଦ୍ୟୁତ୍‌ ରୂପସୀ ଚିହ୍ନି ନାହି ତୁ ମୋତେ, ହାଇଭୋଲ୍‌ଟେଜ ବଡିରେ ସଦା ଜଳଇ କେତେ !

Odia love shayari Images,odia love status 10.ଚାଜ୍ ହେଉଛି ମୋ ଅଙ୍ଗ ଥରେ ହାତ ମାରିଲେ , କେତେ ଭୋଲ୍‌ଟେଜ ଜଳୁଛି ଜାଣି ପାରିବୁ ଭଲେ !

Odia Love shayari


11.କଲେଜରେ ଫାଡା ସାଜିଛୁ ମନେ ସାଜିଛୁ ହିରୋ, ହିରୋହୁଣ୍ଡା ଚଢି ଆସୁଛୁ ଏଇ ଛଇତ ତୋର !  

12.ବିଦ୍ୟୁତପ୍ରଭାକୁ ଚିହ୍ନିନୁ ସେ ଯେ ନୁହେ ଶୀତଳ , ଥରେ ହାତଦେଇ ଦେଖିଲେ ମନହେବ ଚଞ୍ଚଳ

!   13.ମୋର ସ୍କୁଟି ଆଗେ ସେଦିନ ନୂଆ ଷ୍ଟାଇଲ୍‌ ନେଇ, ଅଟକାଇ ଦେଲୁ ମୋ ଗାଡି ତୋତେ ସରମ ନାହି !   14.ଆମ ଓ.ଟିକୁ ତୁ ଦେଖିନୁ ଥରେ ଦେଖିବା ପାଇ , ମନ ବଳାଇଛୁ ଦେଖିବୁ ଥରେ ଓ.ଟିକୁ ଯାଇ !

  15.ସେଠିକୁ ଯେଥର ଯାଅଇ ଆଉ ଫେରଇ ନାହି, ସଦେହେରେ ସଗ ଜାତରା ତାର ଭାଗ୍ୟେ ଯୁଟଇ !

Odia love shayari Images,odia love status 16.ଜଣାଇ ଦେଇଛି ତୋତେ ମୁ ମୋର କଥାକୁ ହେହି , ମୋର ପଥେ କଣ୍ଟା ହେବାକୁ କେବେ ନ ହେବୁ ରାଜି !

  17.ସେହିଦିନ ତୋତେ ମୁ ଦୟା କରି ଛାଡିଣ ଥିଲି , ଏବେ ମୋ ସମ୍ମୁଖେ ପଡିଲେ ମଜ୍ଜା ଦେଖିବୁ ବୋଲି !

  18.ତୋତେ ମୁ ଚିହ୍ନିଛି ମଜୟ ତୁ ଯେ ବି.ଡି.ଓ ପୁଅ , ସେଥିପାଇ ଏତେ ଗାରିମା କେତେ ଦେଖେଇ ହୁଅ !

  19.ମୋର ଠିକଣା ତୋତେ ମୁ ପତ୍ରେ ଦେଲି ଜଣାଇ , ତହସିଲଦାର ଅଟେ ମୋ ଡାଡୀ ତୋତେ ଦେଲି ମୁ କହି !

  20.ବ୍ଲକକୁ ମାରି ବ୍ଲଭେ କଳା ଟଙ୍କାକୁ ରଖି , ପୁଅ ଦେଖାଉଛି ଗାରିମା ମଦ ବୋତଲେ ସାଖି !

Odia love shayari Images,odia love status 21.ବାଷ୍ଟେଡ ତୋକାକୁ ମୁ କେବେ ଆଖି ଟେକି ନ ଚାହେ , ତାଙ୍କ ପ୍ରତି ସଦା ମୋ କ୍ରୋଧ ଦେଖି ଜଳୁତା ଥାଏ !

  22.ଭଲହେବା ପାଇ ତୁ ଯେବେ ଆଝୁ ଚେଷ୍ଟା କରିବୁ, ଜୀବନ ପଥରେ ତୁ ଜଣେ ଭଲ ମଣିଷ ହେବୁ !

  23.ମଦ ଜୁଆ ଯୁବା ସୁନ୍ଦରୀ ନୁହେ ଜୀବନ ସାଥି , ଅସରନ୍ତି ଦିନ ସରେନା ନିଶ୍ଚେ ମରିବୁ କାନ୍ଦି !

  24.ତୋର ବଡପଣ ଦେଖିବି ମୋତେ ଭାବୁ ଅବଳା, ଅବଳା ହେଲେ ବି ବିଦ୍ୟୁତ୍‌ପ୍ରଭା ନୁହେ ଦୁବଳା !

  25.ହାଇଭୋଲ୍‌ଟେଜ୍‌ ମୋ ଅଙ୍ଗେ ସଦା ଜଳୁଣଥାଏ , ହାତଥରେ ଦେଲା ମାତ୍ରକେ ପୋଡି ପାଉଶ ହୁଏ !

  26.ତୋ ପରି କେତେ ମୁ ଲଫଙ୍ଗା ଫାଡା ଟୋକା ଦେଖିଛି , ସବୁଙ୍କୁ ମୋ ହାତ ଚାପୁଡା ତାଙ୍କୁ ଚଖାଇ ଅଛି !

  27.ସାଜି ମୋର ଶତ୍ରୁ ଆସିଛି ମୋ ଅଗ୍ରତେ ତୁହ୍ରି, ବିଦ୍ୟୁତ୍‌ପ୍ରଭାର ଅସଲ ରୂପ ତୋତେ ଦେବି ଦେଖାଇ !

  28.ଭାରି ଭଲ ଲାଗେ ଖୁସି ଲାଗେ ଦେଖିବାକୁ ସେହି ଛବି \n ଭୁଲି ହୁଏ ନାହିଁ ଭୁଲିପାରେ ନାହିଁ ହେଉଥାଏ ସଦାଭାବି,  

29.ମନ ଗହନରେ ସାଦା କାଗଜରେ ଆଙ୍କି ଦେଲି ତୁମ ଛବି, \n ଅଲିଭା ଅକ୍ଷରେ ଲେଖି ହୋଇଗଲା ହୃଦୟର ପ୍ରତିଛବି.

Odia Love shayari


30.ଗୁଣୁଗୁଣୁ ହୁଏ ପାଦର ପାଉଁଜି ସତେ କି ସଂଗୀତ ସ୍ୱର \n ଆଖିରେ କଜ୍ଜଳ ଦିଶଇ ସଜ୍ଜଳ ଝୁରି ହୁଏ ମନ ମୋର.

Odia love shayari Images,odia love status 31.ଉଦାସ ଆଖିରେ ପ୍ରତି ପଲକରେ ନାଚୁଛି ମୁହଁଟି ତାର\nଆଖି ବୁଜି ଦେଲେ ଦୁନିଆ ଅନ୍ଧାର କିଏ ପର ଆପଣାର୍.  

32.ତୁମକୁ ମୁଁ ଝୁରି ରହିବି ଦେବତା ତୁମରି ପ୍ରେମକୁ ଚାହିଁ \n ଏ ଜୀବନେ ଯଦି ନ ପାଇ ପାରିବି ଆର ଜନ୍ମଯାଏ ମୁହିଁ  

33.ସଜା ଫୁଟା ଫୁଲ ମୁହଁଟି ତୁମର \n ଲାଜ ଲାଜ ଭରା ହସ \n ଆଖିରେ ଆଖିଏ ସପନ ଲୁଚିଛି \n ଭାଙ୍ଗୁଛି ସଦା ଅଳସ  

34.ତୁମରି ରୂପକୁ ହୃଦୟ ଆଇନା \n ନିତି ନିତି ଦେଖୁଥାଇ \n ସତ ଆଇନାରେ ସତ ରୂପ ତୁମ \n ନିତି ମୋ ପାଶେ ଆସଇ  

35.ତୁମରି ରୂପକୁ ହୃଦୟ ଆଇନା \ନ୍ ନିତି ନିତି ଦେଖୁଥାଇ \n ସତ ଆଇନାରେ ସତ ରୂପ ତୁମ \n ନିତି ମୋ ପାଶେ ଆସଇ  

36.ତୁମରି ପ୍ରେମରେ ଏ ଜୀବନ ମୋର କରିଛି ମୁଁ ସମର୍ପଣ \n ମୋ ହ୍ୄଦ ଦେବତା ଦିଅବାରେ ଦେଖା ତୁମକୁ ମୋହରି ରାଣ  

37.ପର ଯଦି ମନେ ଭାବୁଥିବ ତୁମେ ନିଜର ହେବି ମୁଁ କାହାର \n ତୁମକୁ କଦାପି ଭୁଲି ନ ପାରିବି ତୁମେ ମୋ ହ୍ୄଦର ହାର  

38.ତୁମରି ଉପରେ ଭରସା ରଖି ମୁଁ ଆଖିଲୁହ ସାକ୍ଷୀ କରି \n ଦିନ ବିତାଇଛି ଦୁଃଖର ଅଶ୍ରୁରେ ତବ ପାଦ ଆଶ୍ରା କରି

Odia love shayari Images,odia love status 39.ତୁମେ ଯଦି ମୋତେ ଭଲ ପାଉଥାଅ ଆମର ଅମର ପ୍ରୀତି \n ଆମ ପ୍ରୀତି ସାକ୍ଷୀ ରହିଥିବ ସଦା ସେଦିନ ମିଳନ ରାତି  

40.ମନ୍ଦିର ପ୍ରାଙ୍ଗଣେ ଧର୍ମ ସାକ୍ଷୀ ରଖି ହେବ ଆମ ବାହାଘର \n ତୁମକୁ ହେ ପ୍ରିୟା କୋଳେ ଧରିଥିବି ତୁମେ ହେବ ଯେ ମୋହର

Odia Love shayari


41.ଚିଠି ଦେଇ ମୁହିଁ ତୁମକୁ ଜଣାଇ \n ଦେଲି ଆହେ ସସମୀତା \n ତୁମକୁ ଆଣିବା ପାଇଁ ଯିବି ମୁହିଁ \n ଅନ୍ୟଥା ନୋହିବ କଥା

  42.ସ୍ନେହମୟୀ ମୋର ପ୍ରେମମୟୀ ପ୍ରିୟା \n ତୁମେ ମୋ ଲାବଣ୍ୟମୟୀ \n ସ୍ନେହର ଚୁମ୍ୱନ ତୁମରି ଉଦ୍ଦେଶ୍ୟ \n ଦେଲି ଗୋ ପ୍ରିୟା ପଠାଇ

  43.ଆଖିରେ ଆଖିରେ କେତେ କଥା ତୁହି \n କହିଗଲୁ ମୋତେ ଗୋରୀ \n ଓଠ ଖୋଲି ପଦେ କହିଦେ ତୁ ଲୋ \n ଦେଖାଇବି ହିରୋଗିରୀ  

44.ମୋହରି ସହିତେ ସାକ୍ଷାତ ଯେ ହେଲା \n ସବୁକଥା ଦେଲି କହି \n ମୋ ହାତ ଧରିଣ କେତେ ଯେ କାନ୍ଦିଲେ \n କାନ୍ଦିଲା ହୃଦୟ ବହି  

45.ଡେଣା ଯଦି ମୋର ଥଆନ୍ତା ପ୍ରିୟା \n ଯାଆନ୍ତି ମୁଁ କ୍ଷଣେ ଊଡି, \n ତୁମରି ଓଠରେ ଚୁ୍ମା ଆଙ୍କି ଦେଇ \n କ୍ଷଣିକେ ଆସନ୍ତି ଫେରି  

46.ମନ ମୋର ଅଟେ କାଚ ଘର ପରି ଭାଙ୍ଗି କରି ଦେଳୁ ଚୂନା, \n ସ୍ବପ୍ନ ଦେଖେଇ ତୁ ନିଦ ଭାଙ୍ଗି ଦେଲୁ ଛାତିରେ ମାରିଳୁ ଛୁରା ॥ \n ପବିତ୍ର ପ୍ରେମକୁ ଅପବିତ୍ର କଲୁ ଦେଇ କରି ମୋତେ ଧୋକା ॥

  47.Golpo phula ku bhal pai thil \n katha mada gali sahi, \n sahi prem mauli gauachi \n mana ra sardha nahi  

48.PREMARA MANDIRA TOLIBA AGARU \n PREMIKA UPARE RAGANA, \n MANDIRA PACHISTA N HEBA AGARU \n BHOGA KHAIBAKU MAGANA

  49.Parbata upare ghara tie kali \n pabana udeinela, \n Tuma pari jhia bhala paithili \n jhuri jhuri dina gala

Odia Love shayari


50.Mada tharu mu durae rahibi \n de e thili dine katha, \n aji se mada ku adari neuchhi \n tume de e achha Byatha

Odia love shayari Images,odia love status 51.Nua nua prema lage je amiti \n Rasugulatharu ahuri mitha, \n Premara sparsa paegala pare \n premika kahuchhi bhuli jao sabu puruna katha

  52.Swartha para tume kahinba bujhiba \n piratira parinama, \n kahinki tumaku bhala pauthili \n karuchhimu anutapa

  53.ଦେଖା ଦେଲ ଦିନେ ବହୁଦିନ ପରେ \n ଝରକା ସେପାଖେ ଥାଇ, \n ଏ ପାଖରେ ଥାଏ ମନକଥା କିଛି \n ପାରିଲି କି ସବୁ କହି.

  54.ଆଖି ଚାହାଣୀରେ ମନତଳ ଭାଷା \n ଫୁଟି ଉଠେ ଫୁଲପରି, \n ଦରଦୀ ମନ ତ ବୁଝେ ସେଇ କଥା \n ସବୁ ଅନୁଭବ କରି.

Odia love shayari Images,odia love status 55.ଲେଖୁ ଲେଖୁ ମୁତ ଲେଖି ସାରିଲିନି \n କେତେ ନ ଲେଖିବା କଥା , \n କିଛିଟା ବାସ୍ତ୍ବ କିଛିଟା ସ୍ୱପ୍ନ🎭 \n କିଛି ବି କଥାର ନଥା !😻




   Final words:- नमस्कर दोस्तों आप सबको हमारी पोस्ट पढ़ने के लिए धन्यवाद हमारी पोस्ट Odia Love shayari अच्छी लगे तो शेयर करना ना भूले इसी तरह की अच्छी अच्छी Post पाने के लिए हमारी वेबसाइट akadstatus.in से जुड़े रहे   

Post a Comment

0 Comments